ଶୁଲିଆ ହେଲା ରକ୍ତ ରଂଜିତ

ବଲାଙ୍ଗୀର: କେଉଁ ଆବାହମାନ କାଳରୁ ଚାଲି ଆସିଥିବା ଆଦିବାସୀଙ୍କ ବଳି ପ୍ରଥା ଆଜି ବି ଜାରି ରହିଛି। କିଛି ବର୍ଷ ହେଲା ବଳିକୁ ନେଇ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଟଣା ଓଟରା ବି ହେଇଥିଲା। କିନ୍ତୁ ଏଥର ପଥ ପରିଷ୍କାର। କେହି ଅଟକାଇବାକୁ ନଥିଲା। ଆଇନର ରକ୍ଷକମାନେ ଆଇନ ଅନୁସାରେ ଶୃଙ୍ଖଳା କାମ କରୁଥିଲେ। ପ୍ରଶାସନିକ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରୁଥିଲେ। ଆଉ ହଜାର ହଜାର ମାନସିକଧାରୀ କୁକୁଡ଼ା, … Continue reading ଶୁଲିଆ ହେଲା ରକ୍ତ ରଂଜିତ